ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ମା ସୁଭଦ୍ରାଙ୍କ ବାଡଗ୍ରାହୀ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ଦେହାନ୍ତ ହୋଇଛି । ନିକଟକରେ କରୋନାକୁ ପରାଜୟ କରି ବିଜୟୀ ହୋଇଥିଲେ ପ୍ରେମାନନ୍ଦ । କିନ୍ତୁ ସଙ୍ଗରୋଧରେ ଥିବାବେଳେ ଛାତିରେ ଯନ୍ତ୍ରଣା ଯୋଗୁଁ ଆରପାରିକୁ ଚାଲିଗଲେ ମା ସୁଭଦ୍ରାଙ୍କ ବାଡଗ୍ରାହୀ ।

LEAVE A REPLY

Please enter your comment!
Please enter your name here