ରାଉରକେଲା SDJMଙ୍କ କୋର୍ଟ ନିକଟରେ ଆତ୍ମସମର୍ପଣ କଲେ ପ୍ରଶାନ୍ତ ଦାଶ | ସିସୋର କମ୍ପାନି ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ | ରଘୁନାଥପାଲ୍ଲୀ ଥାନାର ଏକ ଠକେଇ ମାମଲାରେ ହାଜିର ହେବା ନେଇ ପ୍ରଶାନ୍ତଙ୍କୁ ନିର୍ଦେଶ ଦେଇଥିଲେ ମାନ୍ୟବର କୋର୍ଟ | ୨୦୧୩ ମସିହାରେ ତାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଥିଲା | ସେ ରାଉରକେଲାର କୈଳାସ ଲେଙ୍କା ନାମକ ଏକ ବ୍ୟବସାୟୀଙ୍କଠାରୁ ୭୫ ଲକ୍ଷ ଟଙ୍କା ନେଇ ଆଉ ଫେରାଇ ନଥିଲେ | ଫଳରେ ବ୍ୟବସାୟୀ ଜଣଙ୍କ ପ୍ରଶାନ୍ତଙ୍କ ନାଁ ରେ ଅଭିଯୋଗ କରିଥିଲେ | ଏହି ମାମଲାକୁ ଭିର୍ତ୍ତି କରି ମାନ୍ୟବର କୋର୍ଟ ତଳ କୋର୍ଟରେ ଆତ୍ମସମର୍ପଣ କରିବା ନେଇ ନିର୍ଦେଶ ଦେଇଥିଲେ |

LEAVE A REPLY

Please enter your comment!
Please enter your name here