ଭୁବନେଶ୍ୱର ୟୁନିଟ-୧ ଆଦିବାସୀ ପଡିଆରେ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଆଦିବାସୀମେଳାର ଶୁଭ ଉଦଘାନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ ଦିନ ଧରି ଏହି ମେଳା ଚାଲିବ । ଆଦିବାସୀଗ୍ରାମ, ଜନଜାତି, ସ୍ୱୟଂସହାୟିକା ଗୋଷ୍ଠି ପ୍ରକୋଷ୍ଠ , ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ପ୍ରସ୍ତୁତି କରାଯାଇଛି । ତେବେ ଚଳିତଥର ୧୨୧ଟି ଷ୍ଟଲରେ ଜନଜାତିମାନେ ସେମାନଙ୍କର କଳା , ସାମଗ୍ରୀ ଜଙ୍ଗଲ ଜାତୀୟ ଦ୍ରବ୍ୟ ଆଦି ବିକ୍ରୀ କରିବେ । ସାଂସ୍କୃତିକ ମଞ୍ଚରେ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

LEAVE A REPLY

Please enter your comment!
Please enter your name here