ଡିସେମ୍ବର 10 ତାରିଖ, 2018 ମସିହାରେ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଘୋଷଣା କରିଥିବା ନୂଆ ପଲିସି ଅନୁସାରେ ଏଣିକି ବିମାନ ବନ୍ଦର ଭିତରେ ଗାଡି ପାର୍କିଂ କଲେ ଆଉ ଚାର୍ଜେସ ଦେବାକୁ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ସିହ୍ନା. ଏହାଛଡା ଘରୋଇ ଗାଡି ପିକ୍-ଅପ୍ ଏବଂ ଡ୍ରପ୍ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ରହିବ ନାହିଁ ବୋଲି ସେ କହିଛନ୍ତି. ଅନ୍ୟପଟେ ଏହି ପଲିସି ଲାଗୁ ହେବା ପରେ ଜନସାଧାରଣଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି, ପୂର୍ବରୁ ବିମାନବନ୍ଦର ଭିତରେ କାର୍ ପାର୍କିଂ କଲେ 55 ଟଙ୍କା ଚାର୍ଜେସ ଦେବାକୁ ପଡୁଥିଲା. ମାତ୍ର ବର୍ତ୍ତମାନ ତାହା ଦେବାକୁ ପଡିବନି.

LEAVE A REPLY

Please enter your comment!
Please enter your name here