ପ୍ରତି ପଞ୍ଚାୟତକୁ ମୋ ବସ୍ ଚଳାଇବାକୁ ନିଷ୍ପତ୍ତି । ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ୍ । ସୂଚନା ଦେଲେ ପରିବହନ ସଚିବ ଊଷା ପାଢୀ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ଦିଆଯିବ ପରିବହନ ସୁବିଧା । ପ୍ରଥମ ଫେଜରେ ପାଇଲଟ ପ୍ରୋଜକ୍ଟରେ ୬ଟି ଜିଲ୍ଲାରେ ଚାଲିବ । କୋରାପୁଟ, ନବରଙ୍ଗପୁର, ରାୟଗଡାରେ ଚାଲିବ ।

LEAVE A REPLY

Please enter your comment!
Please enter your name here