ଏଥର ବିଳମ୍ବ ହେବ ମୌସୁମୀ । ପ୍ରତିବର୍ଷ ଜୁନ୍ 1 ତାରିଖରେ କେରଳ ଛୁଉଁଥିବା ମୌସୁମୀ ଏଥର ଜୁନ 4 ତାରିଖରେ ପହଞ୍ଚିବ । ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ପହିଲାରେ କେରଳ ଛୁଇଁଥଆଏ ଏବଂ କେରଳ ପହଞ୍ଚିବାର ସପ୍ତାହକ ପରେ ଓଡିଶାରେ ପହଞ୍ଚିଥାଏ । ମାତ୍ର ପାଣିପାଗ ବିଭାଗ ଆକଳନ ଅନୁଯାୟୀ ମୌସୁମୀ ସାମାନ୍ୟ ବିଳମ୍ବ ହେବ ।

LEAVE A REPLY

Please enter your comment!
Please enter your name here