କଟକ ବାଲିଯାତ୍ରାକୁ ମିଳିବ ସରକାରୀ ମାନ୍ୟତା. ଏଣିକି ବର୍ଷ ବର୍ଷ ଧରି ହୋଇ ଆସୁଥିବା କଟକ ବାଲିଯ଼ାତ୍ରାକୁ ସରକାର ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି. ବାଲିଯାତ୍ରା ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା. ନଗର ଉନ୍ନୟନ ଓ ସଂସ୍କୃତି ବିଭାଗ ପକ୍ଷରୁ ବାଲିଯାତ୍ରା ପାଇଁ ଆର୍ଥିକ ସହଯୋଗ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି.

LEAVE A REPLY

Please enter your comment!
Please enter your name here