ପାଗଳ କୁକୁର ଆତଙ୍କ । ପାଗଳ କୁକୁର କାମୁଡାରେ ଆଖି ବୁଜିଛି ୩ ବର୍ଷର ଝିଅ । ଘର ବାହାରେ ଖେଳୁଥିବାବେଳେ ଝୁଣି ମାରିଦେଲା କୁକୁର । ଘଟଣା ପାଟଣାଗଡ ବ୍ଲକ ବାଲିପଟା ଗାଁରେ ଘଟିଛି । କୁକୁର କାମୁଡାରେ ଆଉ ୧୨ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here