ଯିଏ ଯାହା କହୁ ପଛେ, ଆଜି ଟିକେ ଜିଅନ୍ତା ମାଛ ଖାଇବା । କୋଭିଡ ନିୟମକୁ ଫୁ ! ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉମା ପୋଖରୀରେ ଶହ ଶହ ସଂଖ୍ୟାରେ ଲୋକେ ମାତିଛନ୍ତି ମାଛ ଧରିବାରେ । କୋଭିଡ ସଂକ୍ରମଣ ରୋକିବାକୁ ସରକାର ନିୟମ କରିଚାଲିଛନ୍ତି, ହେଲେ ଶତାଧିକ ଲୋକ ଜାଲ ଧରି ପୋଖରୀ ଭିତରେ ହାଜର । କରୋନା ହେଲେ ପଛେ ହେଉ, ମାତ୍ର ଜିଅନ୍ତା ମାଛର ଲୋଭ ସମ୍ବରଣ କରିପାରୁନାହାଁନ୍ତି ଗ୍ରାମବାସୀ । ଖବର ପାଇ ବିଡିଓ ଲୋକଙ୍କୁ ପୋଖରୀ ଛାଡି ଚାଲିଯିବା ପାଇଁ କହିଲେ, ହେଲେ ତାଙ୍କ କଥା ଶୁଣୁଛି କିଏ ..

LEAVE A REPLY

Please enter your comment!
Please enter your name here