ମୃତ୍ୟୁ ପୂର୍ବରୁ ଆଜେକ୍ସଙ୍କ ଶେଷ ଇମେଲ । ସାମ୍ନାକୁ ଆସିଲା ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ପୂର୍ବର ପ୍ରେମିକାକୁ ଶେଷ ଇମେଲ । ମୃତ୍ୟୁ ପୂର୍ବରୁ ପ୍ରେମିକା ଜିଜ୍ଞାସାକୁ ଶେଷ ଇମେଲ କରିଥିଲେ ଆଜେକ୍ସ । ଭାବବିହ୍ୱଳ ହୋଇ କିଛି ଫଟୋ ଓ ଅଡିଓ ପଠାଇଥିଲେ । ସୂର୍ଯ୍ୟ ଉଇଁବ , ସୂର୍ଯ୍ୟ ଅସ୍ତ ହେବ, କିନ୍ତୁ ତୁମ କଞ୍ଜୁସ ଏବଂ ତୁମ ଖଡୁସ୍ ଆଉ ନଥିବ । ତମେ ଇମେଲ ପାଇଲାବେଳକୁ ଆଜେକ୍ସ ଆଉ ଏ ଦୁନିଆରେ ନଥିବ । ଆଜେକ୍ସଙ୍କ କମ୍ପ୍ୟୁଟରରୁ ଏହି ଇମେଲ ପାଇଛନ୍ତି ପରିବାର ଲୋକେ । ଅଡିଓରେ ରଶ୍ମୀଙ୍କ କଥା ମଧ୍ୟ ରହିଛି । ଶେଷରେ ମୁଁ ଦୁନିଆରୁ ବିଦାୟ ନେଉଛି ବୋଲି ଅଡିଓରେ ରହିଛି । ତୁମେ ଯେବେ ମେସେଜ୍ ପଢିବ ଆଉ ମୁଁ ଦୁନିଆରେ ନଥିବି ବୋଲି ଅଡିଓରେ ରହିଛି ।

LEAVE A REPLY

Please enter your comment!
Please enter your name here