ରାଜ୍ୟରେ ୨୪ ଘଣ୍ଟାରେ ୧୭ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ । ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ‘୧୩୪ ଦିନ ଭିତରେ ଏହା ସର୍ବାଧିକ ଆକ୍ରାନ୍ତ ଚିହ୍ନଟ । ବର୍ତ୍ତମାନ ୭୩ ଆକ୍ରାନ୍ତ ଅଛନ୍ତି , ଜଣେ ହସ୍ପିଟାଲରେ ଚିକିତ୍ସାଧୀନ । ଗତ ୨୪ ଘଣ୍ଟାରେ ୫୬୪୭ ସାମ୍ପଲ ଟେଷ୍ଟ ହୋଇଛି । ଟେଷ୍ଟିଂ ବଢିଥିବାରୁ ଅଧିକ ଚିହ୍ନଟ ହୋଇଛନ୍ତି । ଭୟଭୀତ ହୁଅନ୍ତୁ ନାହିଁ ।