ଶନିବାର ରାଜ୍ୟପାଳ ଗଣେଶି ଲାଲ ଦିନିକିଆ ଜଗତସିଂହପୁର ଗସ୍ତ କରିଛନ୍ତି. ତେବେ ଜୟପୁରଠାରେ ଥିବା ବୟନଶିଳ୍ପ ଗ୍ରାମକୁ ଯାଇ ବୁଲି ଦେଖିବାସହ ବୟନଶିଳ୍ପ କାରିଗରଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ .ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା. ରାଜ୍ୟପାଳଙ୍କ ଏହି ଦିନିକିଆ କାର୍ଯ୍ୟକ୍ରମରେ ତାଙ୍କ ସହ ଜିଲ୍ଲାପାଳ ଜାମିନୀ ଷଡଙ୍ଗୀ ଏସପି ପ୍ରମୁଖ ଉପସ୍ଥିତ ଥିଲେ.

LEAVE A REPLY

Please enter your comment!
Please enter your name here