ହକି ଟିମର ଦୁଇ ଓଡିଆ ଖେଳାଳୀଙ୍କ ପାଇଁ ପୁରସ୍କାର ଘୋଷଣା କଲା ଓଡିଶା ଅଲମ୍ପିକ୍ସ ଆସୋସିଏସନ । ଓଡିଶାର ଦୁଇ ଖେଳାଳୀ ବିରେନ୍ଦ୍ର ଲାକ୍ରା , ଅମିତ ରୋହିଦାସଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଛି । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ହାତେଇଛି ଭାରତ । ଏଥିରେ ଦୁଇ ଓଡିଆ ଖେଳାଳୀଙ୍କର ରହିଛି ଯଥେଷ୍ଟ ଅବଦାନ । ବିଜୟ ପରେ ହକି ଇଣ୍ଡିଆକୁ ସବୁ ଦିଗରୁ ଛୁଟିଛି ଶୁଭେଚ୍ଛାର ସୁଅ ।

LEAVE A REPLY

Please enter your comment!
Please enter your name here