ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ଆସନ୍ତା ୨୯ ତାରିଖରେ ଓଡିଶାରେ ପହଁଞ୍ଚିବେ ଜେ.ପି ନଡ୍ଡା । ୨୯ ଏବଂ ୩୦ ତାରିଖ ଦୁଇ ଦିନ ଓଡିଶାରେ ରହିବେ ନଡ୍ଡା । ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here