ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ବିଜେଡି ପ୍ରାର୍ଥୀ ଦେବାଶିଷଙ୍କୁ ହରାଇ ବାଜି ମାରିଛନ୍ତି । ୩୭ ଶହରୁ ଅଧିକ ଭୋଟ୍‌ରେ ହରାଇଛନ୍ତି ମୋକିମ । ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଥିବା ସୂଚନା ଅନୁଯାୟୀ, ମୋକିମ୍‌ ୪୬,୨୦୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଦେବାଶିଷଙ୍କୁ ୪୨,୩୯୬ ଖଣ୍ଡ ଭୋଟ୍ ମିଳିଛି ।

LEAVE A REPLY

Please enter your comment!
Please enter your name here