କେନ୍ଦ୍ରାପଡାରେ ଇସ୍ପାତ କାରଖାନା କରିବ ଆର୍ସେଲର ମିତ୍ତଲ । ଆର୍ସେଲର ମିତ୍ତଲ କଂପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ପରେ ରାଜ୍ୟ ସରକାର ଓ ଆର୍ସଲର ମିତ୍ତଲ କଂପାନୀ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । 12 ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କରାଖାନା ପାଇଁ କଂପାନୀ ପଚାଶ ହଜାର କୋଟି ପୁଞ୍ଜି ନିବେଶ କରିବ ।

LEAVE A REPLY

Please enter your comment!
Please enter your name here