ପୁଣି ଲଜ୍ଜ୍ୟା | ନାବାଳିକାକୁ ରାତିରେ ଉଠାଇ ନେଇ ଜଙ୍ଗଲ ମଧ୍ୟରେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ | ଅଭିଯୋଗକୁ ଭିର୍ତ୍ତି କରି ୩ ଜଣଙ୍କୁ ଅଟକ ରଖିଛି ପୋଲିସ | ବଣାଇ ଲହୁଣୀପଡ଼ା ଥାନା ଟେନସା ଫାଣ୍ଡିରେ ୩ ଅଭିଯୁକ୍ତ ଅଟକ ରହିଛନ୍ତି | ଅଭିଯୁକ୍ତ ମଧ୍ୟରେ ଜଣେ ନାବାଳକ ଥିବା ବେଳେ, ୨ ଜଣ ସାବାଳକ ଥିବା ସୂଚନା ରହିଛି | ପୋଲିସ ଅଭିଯୁକ୍ତମାନଙ୍କୁ ଅଟକ ରଖି ପୀଡ଼ିତାଙ୍କ ବୟାନକୁ ଭିର୍ତ୍ତି କରି ପଚାର ଉଚରା ଜାରି ରଖିଛି |

LEAVE A REPLY

Please enter your comment!
Please enter your name here