Home News Odisha ପବିତ୍ର ମକର ସଂକ୍ରାନ୍ତି NewsOdishaTrending News ପବିତ୍ର ମକର ସଂକ୍ରାନ୍ତି By Takshak Bureau - January 14, 2019 167 0 Facebook Twitter Google+ Pinterest WhatsApp ସୋମବାର ସାରା ଦେଶରେ ଅତି ଧୂମଧାମରେ ପାଳିତ ହେଉଛି ମକର ସଂକ୍ରାନ୍ତି. ମକରସଂକ୍ରାନ୍ତି ପାଇଁ ବିଭିନ୍ନ ଦେବାଳୟରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି. ବିଶ୍ୱାସ ରହିଛି ଯେ, ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିଥାନ୍ତି. ଅନ୍ୟପଟେ ମକର ସଂକ୍ରାନ୍ତିକୁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ ମଧ୍ୟ କରାଯାଏ. ପ୍ରତିବର୍ଷ 14 କିମ୍ବା 15 ତାରିଖରେ ମକର ସଂକ୍ରାନ୍ତି ପଡିଥାଏ. ଏହିଦିନ ମାନସିକଧାରୀ ଉପବାସ ମଧ୍ୟ ରଖିଥାନ୍ତି. ତେବେ ଓଡିଶାରେ ଏହି ମକର ସଂକ୍ରାନ୍ତିକୁ ଅତି ଆନନ୍ଦର ସହ ସମସ୍ତେ ପାଳନ କରିଥାନ୍ତି ଏବଂ ଏହିଦିନ ପିଲାମାନେ ଗୁଡି ମଧ୍ୟ ଉଡାଇଥାନ୍ତି. ମକରସଂକ୍ରାନ୍ତି ଦିନ ପୁରୀରେ ମଧ୍ୟ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଧରଣ ବ୍ୟବସ୍ଥା କରାଯାଇଛି. ଶ୍ରୀଜିଉଙ୍କ ମକର ବେଶ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି. ଅନ୍ୟପଟେ ଖୋର୍ଦ୍ଧା ଅଟ୍ରୀରେ ମଧ୍ୟ ସୋମବାରଠୁ ମକର ମେଳା ଆରମ୍ଭ ହେଉଛି. ଏହାଛଡା ସକାଳୁ ସକାଳୁ ଅଟ୍ରୀ ଉଷ୍ଣ ପ୍ରସବଣରେ ବୁଡ ପକାଇବା ପାଇଁ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଛି. RELATED ARTICLESMORE FROM AUTHOR Big Story ପାଗ ଖରାପ ଯୋଗୁ ବିଳମ୍ବ ହେଉଛି ଅନ୍ତରୀକ୍ଷ ଯାତ୍ରା National ସ୍ବାମୀଙ୍କୁ ହତ୍ୟା କରି ଆତ୍ମସମର୍ପଣ କଲା ପତ୍ନୀ Big Story ଛତିଶଗଡରୁ ଓଡିଶା ଭିତରକୁ ପଶି ଆସିଛନ୍ତି ମାଓବାଦୀ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ରାଜ୍ୟରେ ଆଉ 5 କରୋନା ଆକ୍ରାନ୍ତ ଚିହ୍ନଟ Takshak Bureau - May 28, 2025 0 ଭୁବନେଶ୍ବର - ରାଜ୍ୟରେ ଆଉ ପାଞ୍ଚଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପୁଣି ଚିନ୍ତାର... ମାଲକାନଗିରିରେ ପହଲଗାମ ପ୍ରତିବାଦ Takshak Bureau - April 25, 2025 0 ଜମ୍ମୁ କାଶ୍ମୀର ପହେଲଗାମ ଆତଙ୍କବାଦୀ ହାମଲାରେ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଅତି ନିର୍ମମ ଭାବରେ ଆତଙ୍କୀ ମାନେ ନିର୍ଦ୍ଧୋଷୀ ପର୍ଯ୍ୟଟକଙ୍କ ପ୍ରାଣ ନେଇଛନ୍ତି। ଏଭଳି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼... ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...