Home News Odisha ପବିତ୍ର ମକର ସଂକ୍ରାନ୍ତି NewsOdishaTrending News ପବିତ୍ର ମକର ସଂକ୍ରାନ୍ତି By Takshak Bureau - January 14, 2019 218 0 Facebook Twitter Google+ Pinterest WhatsApp ସୋମବାର ସାରା ଦେଶରେ ଅତି ଧୂମଧାମରେ ପାଳିତ ହେଉଛି ମକର ସଂକ୍ରାନ୍ତି. ମକରସଂକ୍ରାନ୍ତି ପାଇଁ ବିଭିନ୍ନ ଦେବାଳୟରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି. ବିଶ୍ୱାସ ରହିଛି ଯେ, ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିଥାନ୍ତି. ଅନ୍ୟପଟେ ମକର ସଂକ୍ରାନ୍ତିକୁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ ମଧ୍ୟ କରାଯାଏ. ପ୍ରତିବର୍ଷ 14 କିମ୍ବା 15 ତାରିଖରେ ମକର ସଂକ୍ରାନ୍ତି ପଡିଥାଏ. ଏହିଦିନ ମାନସିକଧାରୀ ଉପବାସ ମଧ୍ୟ ରଖିଥାନ୍ତି. ତେବେ ଓଡିଶାରେ ଏହି ମକର ସଂକ୍ରାନ୍ତିକୁ ଅତି ଆନନ୍ଦର ସହ ସମସ୍ତେ ପାଳନ କରିଥାନ୍ତି ଏବଂ ଏହିଦିନ ପିଲାମାନେ ଗୁଡି ମଧ୍ୟ ଉଡାଇଥାନ୍ତି. ମକରସଂକ୍ରାନ୍ତି ଦିନ ପୁରୀରେ ମଧ୍ୟ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଧରଣ ବ୍ୟବସ୍ଥା କରାଯାଇଛି. ଶ୍ରୀଜିଉଙ୍କ ମକର ବେଶ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି. ଅନ୍ୟପଟେ ଖୋର୍ଦ୍ଧା ଅଟ୍ରୀରେ ମଧ୍ୟ ସୋମବାରଠୁ ମକର ମେଳା ଆରମ୍ଭ ହେଉଛି. ଏହାଛଡା ସକାଳୁ ସକାଳୁ ଅଟ୍ରୀ ଉଷ୍ଣ ପ୍ରସବଣରେ ବୁଡ ପକାଇବା ପାଇଁ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଛି. RELATED ARTICLESMORE FROM AUTHOR News ଲାଞ୍ଚ ନେଇ ଧରାପଡ଼ିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୀତାକାନ୍ତ ରଣା National ନିଟ୍ ପେପର ଲିକ୍ ମାମଲା: ତ୍ୱରିତ ଶୁଣାଣିକୁ ସୁପ୍ରିମକୋର୍ଟର ନା Big Story ଆତଙ୍କବାଦୀ ଆକ୍ରମଣରେ କନଷ୍ଟେବଳ ସହିଦ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ Takshak Bureau - July 22, 2026 0 ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା... cw-check-https://test.com/ Takshak Bureau - July 21, 2026 0 cw-check https://test.com Coronavirus disease 2019 Takshak Bureau - July 21, 2026 0 COVID-19 is a contagious disease caused by the coronavirus SARS-CoV-2. In January 2020, the disease spread worldwide, resulting in the COVID-19 pandemic. The symptoms of...