ପୁରୀ ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୁମ୍ଭାରପଡା ଥାନା ବଡଛକ ସ୍ଥିତ ଏକ ଲଜରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି । ‘ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି’ ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ ଥିବା ସୂଚନା। ମୃତ ଯୁବତୀଙ୍କ ବୟସ ୨୨ । ସେ ଭୁବନେଶ୍ୱରରୁ ପୁରୀ ଆସି ଲଜରେ ରହିଥିଲେ ।

LEAVE A REPLY

Please enter your comment!
Please enter your name here