୩ ଦିନ ଛଟପଟ କରିବ ଗୁଳୁଗୁଳି । ବଢିବ ଦିନ ତାପମାତ୍ରା । ୩ଦିନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ଦିନ ତାପମାତ୍ରା । ରାଜ୍ୟରେ ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏ ତାତି ବଢିବା ସମ୍ଭାବନା ଅଛି । ବିଶେଷକରି ଉପକୂଳ ଓଡିଶାରେ କିଛି ଅଞ୍ଚଳରେ ଗୁଳୁଗୁଳି ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆହୁରି ଅସହ୍ୟ ଗରମ ଅନୁଭୂତ ହେବ । ଭୁବନେଶ୍ୱର ସମେତ ପ୍ରାୟ ଅଧିକାଂଶ ସ୍ଥାନରେ ଅଧିକ ଆଦ୍ରତା ଯୋଗୁଁ ଅସହ୍ୟ ଗୁଳୁଗୁଳି ହେଉଛି ।

LEAVE A REPLY

Please enter your comment!
Please enter your name here