ମାଲକାନଗିରି ଜିଲ୍ଲା କତାମେଟା ନିକଟରେ ମଟର ସାଇକେଲ ଓ ବସ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।ନୀଳକଣ୍ଠେଶ୍ୱେର ନାମକ ଏକ ଘରୋଇ ବସ ମାଲକାନାଗିରି ଅଭିମୁଖେ ଆସୁଥିବା ବେଳେ କତାମେଟା ନିକଟରେ ଏକ ମଟର ସାଇକେଲ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ବସକୁ ଅଟକାଇବା ସହ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।

LEAVE A REPLY

Please enter your comment!
Please enter your name here