ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଜି ତାରା ପ୍ରସାଦ ବାହିନୀ ପତି ଆତ୍ମହତ୍ୟା ଧମକ ଦେଇଛନ୍ତି । ନିଷ୍ପତ୍ତି ନ ବଦଳାଇଲେ ଆତ୍ମହତ୍ୟା କରିବି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା । ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବି । ବେକ କାଟିଦେବି କହିଲେ ତାରା ।

LEAVE A REPLY

Please enter your comment!
Please enter your name here