ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 38ଟି ଆହାର କେନ୍ଦ୍ରର ଉଦଘାଟନ କରିଛନ୍ତି. ପ୍ରାୟ 17ଟି ଜିଲ୍ଲାରେ ନୂଆ ଆହାର କେନ୍ଦ୍ରର ଉଦଘାଟନ କରିଛନ୍ତି ନବୀନ. ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି. ତେବେ ସିଜୁଆସ୍ଥିତ ଏମସ ହସ୍ପିଟାଲ ନିକଟରେ ହୋଇଥିବା ଆହାର କେନ୍ଦ୍ର ସହ ଅନ୍ୟ ଜିଲ୍ଲାରେ ହୋଇଥିବା ଆହାର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି. ‘ଆହାର ହେଉଛି ଏକ ଲୋକପ୍ରିୟ ଯୋଜନା. ଗୁଣବତ୍ତା ଓ ସ୍ୱଚ୍ଛତା ହେଉଛି ଆହାରର ପରିଚୟ. ବର୍ତ୍ତମାନ 157 ଆହାର କେନ୍ଦ୍ରରେ ଦିନକୁ 1 ଲକ୍ଷ ମିଲ’ ପ୍ରସ୍ତୁତ ହେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ.

 

LEAVE A REPLY

Please enter your comment!
Please enter your name here