ଅନେକ ତର୍ଜମା ପରେ ଶେଷରେ ବିଜେଡି ଘୋଷଣା କଲା ବାରିପଦା ବିଧାନସଭା ପାଇଁ ପ୍ରାର୍ଥୀ । ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ବାରିପଦାରୁ ପ୍ରାର୍ଥୀ କରିଛି ବିଜେଡି । ବିଜେପି ବାରିପଦାରୁ ପ୍ରକାଶ ସୋରେନଙ୍କୁ ମଇଦାନକୁ ଓହ୍ଲାଇଛି ।
ସୁଚନାଅନୁସାରେ, ବିଜେଡି ସର୍ବମୋଟ ୧୪୭ଟି ବିଧାନସଭା ଆସନରୁ ୧୪୬ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ କେନ୍ଦ୍ରାପଡାକୁ ନେଇ ଏପର୍ଯ୍ୟନ୍ତ ସସପେନ୍ସ ରହିଛି । କେନ୍ଦ୍ରାପଡାରୁ ବିଧାୟକ କିଶୋର ତରାଇ ଓ ସିପ୍ରା ମଲିକ ଆଶାୟୀ ଅଛନ୍ତି । ତେଣୁ ଏ ଯାଏଁ ଦଳ କୌଣସି ବି ସିଦ୍ଧାନ୍ତରେ ପହଁଚି ପାରିନାହିଁ ।

LEAVE A REPLY

Please enter your comment!
Please enter your name here