ବିଦାୟ ନେଉଛନ୍ତି ବିଘ୍ନବିନାଶକ ଗଜାନନ । ବାଜା ଏବଂ ବିଭିନ୍ନ ପ୍ରକାର ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଛି ପୁରା ପରିବେଶ । ୧୩ ତାରିଖରେ ଗଣେଶ ଚତୁର୍ଥି ଆରମ୍ଭ ହୋଇଥିଲା । ଦୀର୍ଘ ଚାରିଦିନ ଧରି ପୂଜା ପାଇବା ପରେ ଶେଷରେ ବିସର୍ଜନ ହୋଇଛନ୍ତି ଶ୍ରୀ ଗଣେଶ । ଏହି ଦୃଶ୍ୟ ହେଉଛି ଶୈଳଶ୍ରୀ ବିହାର ଗଣେଶ ପୁଜା କମିଟିର । ଯୁବଗୋଷ୍ଠୀ ଶୈଳଶ୍ରୀ ବିହାର ଷ୍ଟୁଡେଣ୍ଟ ଆସୋସିଏସନ ଏବଂ ୟୁଥ ୱେଲଫେୟାର ଆଣ୍ଡ କଲଚୁରାଲ ଆସୋସିଏସନ ତରଫରୁ ଦୁର୍ଗାପୁଜା ମଣ୍ଡପରେ ବେଶ ଧୁମଧାମରେ ପୂଜା ହୋଇଥିଲା । କୁଆଖାଇରେ ବିସର୍ଜନ ଘାଟକୁ ଯିବାବାଟରେ ଲୋକଙ୍କ ଗହଳି ଲାଗି ରହିଥିଲା । ପୁଣି ଆର ବର୍ଷକୁ ଅପେକ୍ଷା …

LEAVE A REPLY

Please enter your comment!
Please enter your name here