ବିଦ୍ୟୁତ ଖୁଣ୍ଟ ସହ ଧକା ହୋଇ ଜଳିଗଲା କାର୍ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ମୁଖ୍ୟ ରାସ୍ତାରେ ଘଟିଛି ଅଘଟଣ । ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇ ଗାଡିଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିବା ବେଳେ ଆହତ ମାନଙ୍କୁ ଉଦ୍ଧାର କରି ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି । ଗାଡିଟି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସୁରମା ବେହେରାଙ୍କର ବୋଲି ଜଣା ପଡ଼ିଛି । ଦୁର୍ଘଟଣାରେ ଡାକ୍ତର ସୁରମା ବେହେରା ମଧ୍ୟ ଗୁରୁତର ରୂପେ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here