ପାଲଲହଡା ବିଜେଡି ବିଧାୟକ ମୁକେଶ ପାଳ କରୋନାରେ ଆକ୍ରାନ୍ତ । ନିଜ ଫେସବୁକ୍ ଏବଂ ଟୁଇଟର ଆକାଉଣ୍ଟରେ ସେ ଏନେଇ ସୂଚନା ଦେଇଛନ୍ତି । ଲକ୍ଷଣ ନଥିବାରୁ ନିଜ ଘରେ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି ବିଧାୟକ ମୁକେଶ ପାଳ । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here