ନୂଆ ମାର୍ଗଦର୍ଶିକା ଜାରି କରିଛି ବିଏମସି । ଏଣିକି ବାହାଘର , ବ୍ରତଘର, ଶୁଦ୍ଧିକ୍ରୀୟା ପାଇଁ ୨୫୦ ଲୋକଙ୍କୁ ଅନୁମତି ମିଳିବ । ନଭେମ୍ବର ୧ ତାରିଖରୁ ଲାଗୁ ହେବ ଏହି ନୂଆ ମାର୍ଗଦର୍ଶିକା । ପୂର୍ବରୁ ବିବାହରେ ୧୦୦ ଓ ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା । ବର୍ତ୍ତମାନ କଟକଣାକୁ କୋହଳ କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ କମ ରହିଥିଲେ ମଧ୍ୟ ଖୋର୍ଦ୍ଧାରେ ଅଧିକ ରହୁଛି । ଭୁବନେଶ୍ୱରରେ ୧୦୦ ଉପରେ ରହୁଛି ଆକ୍ରାନ୍ତ ସଂଖ୍ୟା । ଏହାରି ମଧ୍ୟରେ କଟକଣାକୁ କିଛି ମାତ୍ରାରେ କୋହଳ କରିଛି ବିଏମସି ।

LEAVE A REPLY

Please enter your comment!
Please enter your name here