coronavirus.

ଆଜି ଭୁବନେଶ୍ୱରରୁ ସର୍ବାଧିକ ୨୨ କରୋନା ଆକ୍ରାନ୍ତ ଚିହ୍ନଟ । ୨୨ରୁ ୩ କ୍ୱାରେଣ୍ଟିନ୍ ୧୯ ଲୋକାଲ କେସ୍ ରହିଛି । ୧୯ ଲୋକାଲ କେସ୍ ମଧ୍ୟରୁ ୧୬ ଜଣ ଏକ ଘରୋଇ ହସ୍ପିଟାଲ କର୍ମଚାରୀ । ୧୬ ଜଣଙ୍କ ମଧ୍ୟରୁ ୩ ପୁରୁଷ ଏବଂ ୧୩ ଜଣ ମହିଳା କର୍ମଚାରୀ । ନୀଳାଦ୍ରୀବିହାର ଅଞ୍ଚଳରୁ ମଧ୍ୟ ଆଉ ୨ ଲୋକାଲ କେସ୍ ଚିହ୍ନଟ ।

LEAVE A REPLY

Please enter your comment!
Please enter your name here