ଖଣ୍ଡଗିରୀ ସତ୍ୟସାଇ ଏନକ୍ଲେଭର ଏଚଆଇଜି-୧୧ରୁ ୬୧କୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି । କିଛି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବିଏମସି ଏହି ପଦକ୍ଷେପ ନେଇଛି । ସମ୍ପୃକ୍ତ ଅଞ୍ଚଳରେ ଯିବା ଆସିବା ପରେ କଟକଣା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here