ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ଗାଡିକୁ ଟମାଟୋ ମାଡ । ରାଜନଗରରେ ମନ୍ତ୍ରୀଙ୍କ ଗାଡି ଉପରକୁ ଟମାଟୋ ମାଡ । ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିବାକୁ ପରିବହନ ମନ୍ତ୍ରୀ ଆଜି କେନ୍ଦ୍ରପଡା ଜିଲ୍ଲାର ରାଜନଗର ବ୍ଲକ ଯାଇଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଛି । ଯାଇଥିଲେ ମନ୍ତ୍ରୀ । କଳାପତାକା ପ୍ରଦର୍ଶନ ସହ ମନ୍ତ୍ରୀଙ୍କ ଗାଡି ଉପରକୁ ଟମାଟୋ ଫିଙ୍ଗିଥିଲେ କଂଗ୍ରେସ କର୍ମୀ । ଘଟଣାସ୍ଥଳରୁ ୧୫ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here