କରୋନା ଆକ୍ରାନ୍ତ ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀ I କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ନିଜେ ଟ୍ବିଟ କରି ଜଣାଇଛନ୍ତି ଏବଂ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିବେ ସେମାନେ କୋଭିଡ ପରୀକ୍ଷା କରାଇ ନେବାକୁ ସେ କହିଛନ୍ତି I ସେହିପରି ଢେଙ୍କାନାଳ ବିଧାୟକ ସୁଧୀର ସାମଲ ବି କରୋନା ଆକ୍ରାନ୍ତ ହୋଇଛନ୍ତି I

LEAVE A REPLY

Please enter your comment!
Please enter your name here