ରାଜ୍ୟର ସମସ୍ତ ଜିଲ୍ଲାରୁ ୪୧୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୯୮ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୭୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୨୨ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୫ ହଜାର ୫କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୬୭,ଅନୁଗୁଳ-୧୦୮, ବାଲେଶ୍ୱର-୧୩୦, ବରଗଡ-୫୩, ବଲାଙ୍ଗୀର-୧୯୭, ବୌଦ୍ଧ-୧୯, ଢେଙ୍କାନାଳ-୮୦, ଗଜପତି-୧୪, ଗଞ୍ଜାମ-୪୪, ଜଗତସିଂହପୁର-୯୭, ଯାଜପୁର-୧୫୬, ଝାରସୁଗୁଡା-୯୫, କଳାହାଣ୍ଡି-୯୩, କନ୍ଧମାଳ-୭୮, କେନ୍ଦ୍ରାପଡା-୧୪୩, କେନ୍ଦୁଝର-୬୩, କୋରାପୁଟ-୯୯, ମାଲକାନଗିରି-୨୨,ମୟୂରଭଞ୍ଜ-୧୩୩, ନବରଙ୍ଗପୁର-୯୮, ନୟାଗଡ-୪୩, ନୂଆପଡା-୧୧୬, ପୁରୀ-୩୧୦, ରାୟଗଡା-୧୩୬, ସମ୍ବଲପୁର-୧୩୦, ସୋନପୁର-୭୪, ସୋନପୁର-୭୪, ସୁନ୍ଦରଗଡରୁ୧୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here