ଭଞ୍ଜନଗର ବାଇପାସ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ବାଇକ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ପାଖରେ ଥିବା ବୋମା ଫାଟି ୩ ଜଣ ଆହତ ହୋଇଛନ୍ତି । ବାଇକ୍ ଆରୋହୀଙ୍କଠାରୁ ୨ଟି ବନ୍ଧୁକ , ବୋମା ଓ ଗୁଳି ଜବତ କରିଛି ପୋଲିସ । ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସମ୍ପୃକ୍ତ ବାଇକ ଆରୋହୀ ବୋମା ଓ ବନ୍ଧୁକ ନେଇ କୁଆଡେ ଯାଉଥିଲେ ତାହା ଏବେ ପୋଲିସ ମନରେ ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି ।

LEAVE A REPLY

Please enter your comment!
Please enter your name here