ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ାରୁ ନିୟମିତ ବିମାନ ଉଡାଣ ଆରମ୍ଭ ହେବ। ଏ ନେଇ ଝାରସୁଗୁଡ଼ା ବିମାନ ନିର୍ଦ୍ଦେଶକ ଏସ୍‌.କେ ଚୌହାନ ଶନିବାର ସୂଚନା ଦେଇଛନ୍ତି। ଦେଶର ୩ଟି ସ୍ଥାନ ଦିଲ୍ଲୀ, କୋଲକାତା ଏବଂ ହାଇଦ୍ରାବାଦକୁ ସ୍ପାଇସ ଜେଟ୍‌ ଉଡ଼ିବ। ସ୍କାଇସ୍‌ ଜେଟ୍‌ କର୍ତ୍ତୃପକ୍ଷ ବିମାନବନ୍ଦର ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here