ସଚିବାଳୟରେ ପାକିସ୍ତାନ ହାଇକମିଶନର ସୋହେଲ ମହମ୍ମଦ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ସୋହେଲ । ବିଶ୍ୱକପ ହକି ଦେଖିବା ଲାଗି ସୋହେଲ ମହମ୍ମଦ ଭୁବନେଶ୍ୱର ଆସିଥିଲେ । କ୍ରୀଡା କ୍ଷେତ୍ରରେ ପ୍ରଚାର ପ୍ରସାର ଓ ଅବଦାନ ପାଇଁ ହାଇକମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଯାଇଛି । ସୋହେଲ ମହମ୍ମଦ କହିଛନ୍ତି, ଦକ୍ଷିଣ ଏସିଆ ଦେଶଗୁଡିକରେ ହକିର ଲୋକପ୍ରିୟ ପାଇଁ ଏହି ବିଶ୍ୱକପ ହକି ସହାୟକ ହେବ ।

LEAVE A REPLY

Please enter your comment!
Please enter your name here