ଏଣିକି ବଜାରରେ ମିଳିବ କରୋନା ଔଷଧ । ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଇଛି ଡିସିଜିଆଇ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ ଥିଲେ କିଣିହେବ ଔଷଧ । କେତେକ ସର୍ତ୍ତ ସହିତ ଫେଭିପିରାଭିର ଟାବଲେଟ ବିକ୍ରିକୁ ଅନୁମତି । ରେମଡେସିଭିର ଇଞ୍ଜେକସନ ବିକ୍ରିକୁ ମଧ୍ୟ ମିଳିଲା ଅନୁମତି । ଔଷଧ ବିକ୍ରି ପର୍ବରୁ ପ୍ରେସକିପସନର ଫୋଟ କପି ରଖିବା ଜରୁରୀ ବୋଲି କୁହାଯାଇଛି । ସ୍ୱାସ୍ଥ୍ ବିଶେଷଜ୍ଞଙ୍କ ପ୍ରେସକିପସନ ଥିଲେ କିଣିପାରିବେ ଔଷଧ ।

LEAVE A REPLY

Please enter your comment!
Please enter your name here