ମେଡିସିନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ନୋବେଲ ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରାଯାଇଛି । ହାର୍ଭେ ଜେ. ଅଲଟର, ମାଇକେଲ ହଟନ ଓ ଚାର୍ଲସ ଏମ.ରାଇସଙ୍କ ନା ଘୋଷଣା ହୋଇଛି । । ହେପାଟାଇଟିସ ‘ସି’ଭାଇରସ ଆବିଷ୍କାର ପାଇଁ ଏମାନେ ପାଇଛନ୍ତି ନୋବେଲ । ୩ ଜଣଙ୍କ ନାଁ ଘୋଷଣା କଲେ ନୋବେଲ କମିଟି ସେକ୍ରେଟେରୀ ଜେନେରାଲ ।

LEAVE A REPLY

Please enter your comment!
Please enter your name here