କୋଣାର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ପିନୀ ବେଷ୍ଣବ ଯୋଗ ଦିବସ କାର୍ଯ୍ୟକ୍ରମ ସାରି ଫେରିବାବେଳେ ଅଘଟଣ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଯେଉଁ ତୋରଣ ଯୋଗ ପାଇଁ ଲାଗିଥିଲା । ତୋରଣଟି ମନ୍ତ୍ରୀଙ୍କ ଗାଡି ଉପରକୁ ଖସି ପଡିଥିଲା । ସୌଭାଗ୍ୟବଶଃତ ଏହି ସମୟରେ ମନ୍ତ୍ରୀ ଗାଡିରେ ନଥିଲେ କିନ୍ତୁ ତାଙ୍କ ଗାଡିର ଆଗ ଚେପା ହୋଇଯାଇଛି । ତୋରଣଟି କିଭଳି ଖସି ପଡିଲା , ନିମ୍ନମାନର କାମକୁ ନେଇ ଏବେ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here