୫୫ ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୬ରେ ନିର୍ବାଚନ । ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ହେବ ନିର୍ବାଚନ । ଏନେଇ ମାର୍ଚ୍ଚ ୬ରେ ପ୍ରକାଶ ପାଇବ ବିଗ୍ୟପ୍ତି । ମାର୍ଚ୍ଚ ୧୩ ନାମାଙ୍କନ ଦାଖଲର ଶେଷ ଦିନ । ମାର୍ଚ୍ଚ ୩୦ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା । ଓଡିଶାର ୪ଟି ଆସନ ପାଇଁ ହେବ ନିର୍ବାଚନ ।

LEAVE A REPLY

Please enter your comment!
Please enter your name here