ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଜୁନ୍ ୨ ଯାଏଁ ନାମାଙ୍କନ , ୩ରେ ଯାଞ୍ଚ । ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ୧୩ ତାରିଖରେ ଉପନିର୍ବାଚନ ହେବ । ଆଜିଠାରୁ ଜୁନ୍ ୨ ଯାଏଁ ନାମାଙ୍କନ, ୩ରେ ଯାଞ୍ଚ ହେବ । ଜୁନ୍ ୬ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଶେଷ ଦିନ । ଜୁନ୍ ୧୩ ତାରିଖରେ ହେବ ଉପ ନିର୍ବାଚନ । ସୁବାଷ ସିଂଙ୍କ ଇସ୍ତଫା ପରେ ଏହି ଆସନଟି ଖାଲି ପଡିଥିଲା ।

LEAVE A REPLY

Please enter your comment!
Please enter your name here