ସବୁଆଡେ ଲକ୍ ଡାଉନ୍ ଓ କେହି ରାସ୍ତାକୁ ବାହାରୁନାହାଁନ୍ତି ଓ ସବୁଆଡେ କରୋନା ଭାଇରସର ଭୟ ଓ ମାତ୍ର ଦେଖନ୍ତୁ ଲକ୍ ଡାଉନ ବେଳେ କେମିତି ଚାଲିଛି ମଦ ବେପାର ଓ ଆଜ୍ଞା ହଁ ଇଏ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକର ବନ୍ଧାପଥର ପଂଚାୟତର ରାଣୀସାହିରେ ଥିବା ଦେଶୀ ମଦଭାଟିର ଦୃଶ୍ୟ ଓ ମଦ ଦୋକାନ ପାଖରେ ଛୋଟ ପିଲାଙ୍କୁ ବି ଦେଖିବାକୁ ମିଳୁଛି ଓ ଆଉ ମଦୁଆ ମାନେ ପୁରା ବ୍ୟାଗ ଧରି ଛିଡା ହୋଇପଡିଛନ୍ତି ଓ ଆମ ଦେଶରେ ଲକ୍ ଡାଉନ ବେଳେ ଇଏ ହେଉଛି ବିଚିତ୍ର ଦୃଶ୍ୟ ଓ କରୋନା ହେଲେ ହେଉ, ମଦ ପିଆ କିନ୍ତୁ ବନ୍ଦ ହେବନି ଓ ସେପଟେ ମଦ ବେପାରୀଙ୍କୁ ବି ମାନିବାକୁ ପଡିବ ଓ କାହାରିକୁ ଖାତିର ନାହିଁ

LEAVE A REPLY

Please enter your comment!
Please enter your name here