କୋଭିଡ ପାଇଁ ଶ୍ରୀମନ୍ଦିରରେ ରବିବାର ଦର୍ଶନ ଉପରେ କଟକଣା ଲାଗିଥିଲା । ଏବେ ରାଜ୍ୟରେ କୋଭିଡ ସଂକ୍ରମଣ ନ ଥିବାରୁ ଶ୍ରୀମନ୍ଦିରରୁ ରବିବାର କଟକଣା ହଟାିଦିଆଯାଇଛି । ଏଣିକି ଭକ୍ତମାନେ ଶ୍ରୀମନ୍ଦିରରେ ରବିବାର ଦର୍ଶନ କରିପାରିବେ । ଆସନ୍ତା 20 ତାରିଖରୁ ଏହି କଟକଣା ଉଠାଇ ଦିଆଯାଇଛି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here