ପୁଣି ଆଉ ଏକ ଏତଲା ଦେଲେ ବର୍ଷା । କଟକ ସାଇବର ଥାନାରେ ବର୍ଷା ଦେଇଛନ୍ତି ଏତଲା । ସୋସିଆଲ ମିଡିଆରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହୋଇଥିବା ନେଇ ଏତଲାରେ ଉଲ୍ଲେଖ ରହିଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ନିବେଦନ କରିଛନ୍ତି । ବର୍ଷାଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କଲା ସାଇବର ଥାନା ପୋଲିସ । ଆଇପିସିର ଧାରା ୫୦୯ ଏବଂ ଆଇଟି ଆକ୍ଟର ୬୭ ଧାରାରେ ମାମଲା ରୁଜୁ କରିଛି ସାଇବର ଥାନା ପୋଲିସ ।

LEAVE A REPLY

Please enter your comment!
Please enter your name here