Home News Odisha ୧୭ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା NewsOdishaTrending News ୧୭ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା By Takshak Bureau - July 23, 2021 159 0 Facebook Twitter Google+ Pinterest WhatsApp କଥା ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରେ ପ୍ରାଣ ହରାଇଥିବା ୧୭ ଲକ୍ଷ ସାମ୍ବାଦିକ ପରିବାରଙ୍କୁ ୧୫ ଲେଖାଏଁ ସହାୟତା ମଞ୍ଜୁର ହୋଇଛି । ଏହି ସାମ୍ବାଦିକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୪ ଜଣ, ଗଞ୍ଜାମରୁ ୭, ବଲାଙ୍ଗୀର-୩, କଳାହାଣ୍ଡିରୁ ଜଣେ , ଯାଜପୁରରୁ ୨ ସାମ୍ବାଦିକ ଅଛନ୍ତି । RELATED ARTICLESMORE FROM AUTHOR Big Story ସାଲେପୁରରେ ନବୀନଙ୍କ ଉପରେ ବର୍ଷିଲେ ରାହୁଲ, ଓଡିଶାକୁ ପାଣ୍ଡିଆନ ଚଳାଉଛି Big Story ତାତିରେ ରେକର୍ଡ କଲା ଭୁବନେଶ୍ବର Big Story ନବୀନ ସରକାରକୁ ଓପାଡି ଫିଙ୍ଗିଦିଅ : ଅମିତ ଶାହ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ Takshak Bureau - April 20, 2024 0 ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ... କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ Takshak Bureau - February 22, 2024 0 ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ... ଓଡିଶା ୱମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ Takshak Bureau - December 4, 2023 0 ଭୁବନେଶ୍ୱର: ପରିବେଶ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ ଅନ୍ତର୍ଗତ ପ୍ରାୟ ୧୮୦ ଜଣ ମହିଳା ସାମ୍ବାଦିକାଙ୍କୁ ନେଇ ଗଠିତ ଓଡିଶା ୱମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍) ଏବଂ...