ଆଜି ରାଜ୍ୟରେ ଆଉ ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୯୯୬ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୩୫୯ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧,୬୩୭ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୧୭ । କରୋନାରୁ ସୁସ୍ଥ ହେଲେଣି ୧,୦୮୦୦୧ ଏବଂ ଆକ୍ଟିଭ୍ କେସ୍ ରହିଛି ୩୪,୪୫୮ । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୫୪, ପୁରୀ-୨୭୯, ମୟୂରଭଞ୍ଜ-୧୬୦, ନବରଙ୍ଗପୁର-୧୫୧, ବାଲେଶ୍ୱର-୨୦୯,ଅନୁଗୁଳ-୧୩୮, ଭଦ୍ରକ-୧୧୨, ବଲାଙ୍ଗୀର-୧୨୪,ନୂଆପଡା-୧୦୩, ରାୟଗଡା-୧୦୫, ଜଗତସିଂହପୁର-୧୨୨, ଯାଜପୁର-୧୧୯, କେନ୍ଦ୍ରାପଡା-୧୩୦, ବୌଦ୍ଧ-୩୯, ଦେଓଗଡ-୧୦, ଢେଙ୍କାନାଳ-୮୭, ଗଜପତି-୨୫, ଗଞ୍ଜାମ-୮୯, ଝାରସୁଗୁଡା-୭୯, କଳାହାଣ୍ଡି-୫୮, କନ୍ଧମାଳ-୪୭, କେନ୍ଦୁଝର-୬୦, କୋରାପୁଟ-୯୩, ମାଲକାନଗିରି-୪୭,ନୟାଗଡ-୭୭, ସମ୍ବଲପୁର-୯୧, ସୋନପୁର-୯୧, ସୁନ୍ଦରଗଡରୁ ୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here