ପୁଣି ଏକ ନିର୍ଯାତନାର କାହାଣୀ ।
ବ୍ରହ୍ମପୁର ସଦର ଅଞ୍ଚଳରେ ଜଣେ ଦଶ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହେଇଛି । ନାବାଳିକା ଜଣକ ଘରେ ଏକାକୀ ଥିବାର ସୁଯୋଗ ନେଇ ତିନିଜଣ ନାବାଳକ ଘରେ ପଶିଥିଲେ ଏବଂ ନାବାଳିକାକୁ ଉଠାଇ ନେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ତିନି ନାବାଳକଙ୍କୁ ଅଟକ ରଖି ତଦନ୍ତ କରୁଛି । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here