ଜିନମ ସିକ୍ୟୁଏନସିଂ ପାଇଁ ଆଉ ସାମ୍ପଲ ଯିବନି । ଓଡିଶାରେ ସହଜ୍ ହେବ ଓମିକ୍ରନ ଚିହ୍ନଟ । ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ କିଟ୍ ‘ଓମିସିୟୋର’କୁ ଆଣିବ ଓଡିଶା । ୫ ଲକ୍ଷ କିଟ୍ ଯୋଗାଇ ଦେବାକୁ ବରାଦ କରିଛନ୍ତି ରାଜ୍ୟ ସରକାର । ଆଇସିଏମଆର ଦ୍ୱାରା ପ୍ରସ୍ତୁତ ଓମିକ୍ରନ ଚିହ୍ନଟକାରୀ କିଟ୍ ଓମିସିୟୋର । ରାଜ୍ୟରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି । ଆଜି ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂଖ୍ୟା ୧୦୩ରେ ପହଁଞ୍ଚିଛି । ଯାହା ସରକାରଙ୍କର ଚିନ୍ତା ବଢାଇଦେଇଛି ।

LEAVE A REPLY

Please enter your comment!
Please enter your name here