ଲୋଇସିଂହା ମାହେଶ୍ୱରୀ ସଂଗଠନ ପକ୍ଷରୁ ଲୋଇସିଂହା ଏ.ପି.ଜେ. ଅବଦୁଲ କାଲାମ ଫୁଟବଲ ଟିମଙ୍କୁ ସ୍ୱାଗତ ସମ୍ବୋଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦେବାଷିଶ ବିଶୋଇ, ବିଭୂତି ଭୂଷଣ ଷାହାଣୀ, ମଞ୍ଜୁବାଳା ମେହେର, ନନ୍ଦ କିଶୋର ଭୁଆଁ ଆଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଲୋଇସିଂହା ଏ.ପି.ଜେ. ଫୁଟବଲ ଦଳ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣାମେନଟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଟୁର୍ଣାମେନଟରେ ମୋଟ ୯୪ ଟି ଦଳ ଭାଗ ନେଇଥିବା ବେଳେ ଲୋଇସିଂହା ଏ.ପି.ଜେ. ଅବଦୁଲ କାଲାମ ଦଳ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ।

LEAVE A REPLY

Please enter your comment!
Please enter your name here